Breaking PLUSଓଡ଼ିଶାମୁଖ୍ୟ ଖବର
ଏସସିବି ମେଡିକାଲ୍ ପରିଦର୍ଶନ କଲେ ସାଂସଦ ସଂତୃପ୍ତ ମିଶ୍ର

ଭୁବନେଶ୍ୱର- କଟକ ଏସସିବି ଅଗ୍ନିକାଣ୍ଡ । ମେଡିକାଲ୍ ପରିଦର୍ଶନ କଲେ ସାଂସଦ ସଂତୃପ୍ତ ମିଶ୍ର । ICUରେ ଏମରଜେନ୍ସି ଏକ୍ଜିଟ୍ ନଥିବାରୁ ଅଗ୍ନିକାଣ୍ଡ ଘଟିଥିବା ଅଭିଯୋଗ କରିଛନ୍ତି ସନ୍ତୃପ୍ତ । ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ସାଂସଦ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ସାଂସଦ ସଂତୃପ୍ତ ମିଶ୍ର ।



