Breaking PLUSଓଡ଼ିଶାମୁଖ୍ୟ ଖବର

IGHରେ ପୀଡ଼ତାକୁ ଭେଟିଲେ ସ୍ବାସ୍ଥ୍ୟମନ୍ତ୍ରୀ ମହାଲିଙ୍ଗ

ରାଉରକେଲା: IGHରେ ପୀଡ଼ତାକୁ ଭେଟିଲେ ସ୍ବାସ୍ଥ୍ୟମନ୍ତ୍ରୀ ମହାଲିଙ୍ଗ  । ପରିବାର ସଦସ୍ୟଙ୍କ ସହ ଭେଟିଲା ପରେ ରଖିଲେ ପ୍ରତିକ୍ରିୟା ।ପୀଡ଼ିତାଙ୍କ ଅବସ୍ଥା ଗୁରୁତର ରହିଛି, ଆବଶ୍ୟକ ପଡ଼ିଲେ ଏୟାରଲିଫ୍ଟ କରାଯିବ । ଭୁବନେଶ୍ୱର ଏମ୍ସ କିମ୍ବା ଦିଲ୍ଲୀକୁ ଏୟାରଲିଫ୍ଟ କରାଯାଇପାରେ ବୋଲି ମନ୍ତ୍ରୀ କହିଛନ୍ତି ।

Show More

Related Articles

Back to top button