Breaking PLUSଓଡ଼ିଶାମୁଖ୍ୟ ଖବର
ଓଡିଶାରେ ଜେଏନ.୧ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର : ଓଡିଶାରେ ଜେଏନ.୧ ଆକ୍ରାନ୍ତ ଚିହ୍ନଟ। କରୋନାର ନୂଆ ଭାରିଆଣ୍ଟ ଜେଏନ.୧ରେ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ଗୁରୁବାର ଜଣାପଡିଛି। ୨ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସୁସ୍ଥ ଥିବା ବେଳେ ସେ ସୁନ୍ଦରଗଡର ବାସିନ୍ଦା। ଅନ୍ୟ ଜଣେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ରଙ୍କ ପକ୍ଷରୁ ସୂଚନା ମିଳିଛି।