Breaking PLUSମୁଖ୍ୟ ଖବର
୧୦ ଡିଗ୍ରୀ ତଳେ ରାଜ୍ୟର ୧୦ ସହର

ଭୁବନେଶ୍ୱର- ରାଜ୍ୟରେ ବଢ଼ୁଛି ଶୀତ । ୧୦ ଡିଗ୍ରୀ ତଳେ ରାଜ୍ୟର ୧୦ ସହର । ୧୫ ଡିଗ୍ରୀ ତଳେ ଆଉ ୧୫ ସହରର ତାପମାତ୍ରା । ପ୍ରବଳ ଶୀତରେ ଥରୁଛି ଜି. ଉଦୟଗିରି, ତାପମାତ୍ରା ୪.୪ -ସେମିଳିଗୁଡା ୬.୧, ରାଉରକେଲା ୭.୨, ଦାରିଙ୍ଗବାଡି ୭.୫ -ଝାରସୁଗୁଡା ୭.୬, ଫୁଲବାଣୀ ୮, ଚିପିଲିମା ୮.୭, କିରେଇ ୮.୮ ।ଅନୁଗୁଳ ୯, କେନ୍ଦୁଝର ୯.୬, ଟ୍ବିନ୍ସିଟି ତାପମାତ୍ରା ୧୨ ଡିଗ୍ରୀ ତଳେ ରହିଛି ।



