Breaking PLUSଓଡ଼ିଶାମୁଖ୍ୟ ଖବର
ମୋ ବସ୍ ଧକ୍କାରେ ଛାତ୍ରୀ ମୃତ୍ୟୁ ଘଟଣା, କ୍ରୁଟକୁ ଓଏଚଆରସି ନୋଟିସ

ଭୁବନେଶ୍ୱର- ଭୁବନେଶ୍ବର ରଘୁନାଥପୁରରେ ମୋ ବସ୍ ଧକ୍କାରେ ଛାତ୍ରୀ ମୃତ୍ୟୁ ଘଟଣା । CRUT କର୍ତ୍ତୃପକ୍ଷଙ୍କୁ ନୋଟିସ୍ ସହ ରିପୋର୍ଟ ମାଗିଲେ OHRC । ୨୩ ମେ’ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।