Breaking PLUSଓଡ଼ିଶାମୁଖ୍ୟ ଖବର

ସମୁଦ୍ର ମୁହାଁ ଅଲିଭ୍ ରିଡଲେ ଛୁଆ

ରାଜନଗର : କେନ୍ଦ୍ରାପଡ଼ା ଜିଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଦେଢ଼ ମାସର ବ୍ୟବଧାନ ପରେ ଅଲିଭରିଡ଼ଲେ କଇଁଛ ଛୁଆ ବସାରୁ ବାହାରି ସମୁଦ୍ର ମୁହାଁ ହେବାରେ ଲାଗିଛନ୍ତି। ଗୁରୁବାର ସକାଳ ସୁଦ୍ଧା ୮୨ ଲକ୍ଷରୁ ଊର୍ଦ୍ଧ୍ବ  ଛୁଆ  ସମୁଦ୍ରର ନୀଳ ଜଳରାଶିକୁ ଚାଲିଯାଇଥିବା ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି।

Show More

Related Articles

Back to top button