Breaking PLUSଓଡ଼ିଶାମୁଖ୍ୟ ଖବର

ଚାଷୀଙ୍କ ଧାନ କିଣା ତାରିଖ ଘୁଞ୍ଚାଇଲା ଜିଲ୍ଲା ପ୍ରଶାସନ

ମାଲକାନଗିରି: ଚାଷୀଙ୍କ ଧାନ କିଣା ତାରିଖ ଘୁଞ୍ଚାଇଲା ଜିଲ୍ଲା ପ୍ରଶାସନ  ।୧୭ ପରିବର୍ତ୍ତେ ୨୪ ତାରିଖରୁ ଧାନ କିଣା ଯିବ ବୋଲି ଘୋଷଣା  ।ଏମ୍‌ଭି ୨୬ ଓ ରାଖେଲଗୁଡ଼ା ଗାଁ ବିବାଦକୁ ନେଇ ଜରୁରୀ ନିଷ୍ପତ୍ତି ନିଆଯାଇଛି ।

Show More

Related Articles

Back to top button