Breaking PLUSଓଡ଼ିଶାମୁଖ୍ୟ ଖବର
ପାରାଦୀପ ବନ୍ଦରରେ ୨ ନଂ ବିପଦ ସଙ୍କେତ ଜାରି

ଭୁବନେଶ୍ୱର- ପାରାଦୀପ ବନ୍ଦରରେ ୨ ନଂ ବିପଦ ସଙ୍କେତ ଜାରି ହୋଇଛି । ମୋନ୍ଥା ପ୍ରଭାବରେ ୨ ନଂ ବିପଦ ସଙ୍କେତ ଜାରି ହୋଇଛି । ସମୁଦ୍ରକୁ ଯାଇଥିବା ସମସ୍ତ ମତ୍ସ୍ୟଜୀବୀ ଫେରି ଆସିଥିବା ସୂଚନା ମିଳିଛି । ମୋଚ୍ଛା ଯୋଗୁ ଚାରିଆଡେ ଆଲର୍ଟ ଜାରି ହୋଇଛି ।



