Breaking PLUSଓଡ଼ିଶାମୁଖ୍ୟ ଖବର
ଆସନ୍ତା ୧୫ ପିଏମ୍ ଆବାସ ପଞ୍ଜୀକରଣର ଶେଷ ତାରିଖ

ଆସନ୍ତା ୧୫ ପିଏମ୍ ଆବାସ ପଞ୍ଜୀକରଣର ଶେଷ ତାରିଖ । ଏ ନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ପଞ୍ଜୀକରଣ ପାଇଁ ମଝିରେ ଆଉ ମାତ୍ର ଗୋଟିଏ ଦିନ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ୩୪ରୁ ୩୫ ଲକ୍ଷ ଲୋକ ପିଏମ୍ ଆବାସ ପଞ୍ଜୀକରଣ କଲେଣି। ୧୫ ତାରିଖ ପରେ ଘର ଘର ବୁଲି କିଏ ଯୋଗ୍ୟ , ତାହା ସର୍ଭେ କରାଯିବ।