Breaking PLUSଦେଶମୁଖ୍ୟ ଖବରରାଜନୀତି
ବିଜେପି ସଂସଦୀୟ ଦଳ ବୈଠକରେ ସାମିଲ ହେଲେ ପିଏମ ମୋଦି

ନୂଆଦିଲ୍ଲୀ- ସଂସଦ ଭବନ ପରିସରରେ ଆଜି ଭାରତୀୟ ଜନତା ପାର୍ଟିର ସଂସଦୀୟ ଦଳର ବୈଠକ ବସିଥିଲା । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ସହିତ କେନ୍ଦ୍ର ମନ୍ତ୍ରୀ ଓ ବିଜେପି ସାଂସଦ ପ୍ରମୁଖ ଉପସ୍ଥିତ ଥିଲେ ।