Breaking PLUSଓଡ଼ିଶାମୁଖ୍ୟ ଖବର
ଶକ୍ତି ଆପ୍ର ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଶକ୍ତି ଆପ୍ର ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା – ଲିଙ୍ଗଭିତ୍ତିକ ହିଂସାର ପ୍ରତିକାର ଦିଗରେ କାମ କରିବ ଆପ୍ – ପ୍ରଥମ କରି ପାଇଲଟ୍ ଭାବେ ୫ ଜିଲ୍ଲାରେ ଆରମ୍ଭ ହେଲା ଶକ୍ତି ଆପ୍ – ଖୋର୍ଦ୍ଧା, ପୁରୀ, ଗଞ୍ଜାମ, କେନ୍ଦୁଝର ଓ ଭଦ୍ରକ ଜିଲ୍ଲାରେ ଆରମ୍ଭ