Breaking PLUSଦେଶମୁଖ୍ୟ ଖବର

ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ, 1 ଜାନୁଆରୀ- ଦେଶବାସୀଙ୍କୁ ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୋସିଆଲ ମିଡିଆ ଏକ୍ସରେ ରାଷ୍ଟ୍ରପତି କହିଛନ୍ତି ଯେ,ସମସ୍ତଙ୍କୁ ନବବର୍ଷର ହାର୍ଦ୍ଦିକ ଶୁଭେଚ୍ଛା । 2024 ଆପଣଙ୍କ ସମସ୍ତଙ୍କୁ ସୁଖ, ଶାନ୍ତି ଏବଂ ସମୃଦ୍ଧତା ଆଣିଦେଉ । ଆସନ୍ତୁ ନୂଆ ପ୍ରତିବଦ୍ଧତାର ସହ ଏହି ନୂଆବର୍ଷକୁ ସ୍ୱାଗତ କରିବା ଏବଂ ନିରନ୍ତର ବିକାଶ ଦିଗରେ ସହଯୋଗ କରିବା ।

Show More

Related Articles

Back to top button