Breaking PLUSଦେଶମୁଖ୍ୟ ଖବର

ଦ ସାବରମତି ରିପୋର୍ଟ ଫିଲ୍ମ ଦେଖିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ- ଦ ସାବରମତି ରିପୋର୍ଟ’ ଫିଲ୍ମ ଦେଖିଲେ ପ୍ରଧାନମନ୍ତ୍ରୀ ମୋଦି । ସଂସଦର ବାଲ୍‌ଯୋଗୀ ଅଡିଟୋରିୟମ୍‌ରେ ଫିଲ୍ମ ଦେଖିଲେ ପିଏମ ମୋଦି । NDA ସାଂସଦଙ୍କ ପାଇଁ ହୋଇଥିଲା ସ୍ପେଶାଲ୍ ସ୍କ୍ରିନିଂ  । ଫିଲ୍ମର ମୁଖ୍ୟ ଅଭିନେତା ବିକ୍ରାନ୍ତ ମାସେ ଉପସ୍ଥିତ ଥିଲେ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button