ଗୀତ ମେହେଟ୍ଟାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ
ବିଶିଷ୍ଟ ଲେଖିକା, ସାମ୍ବାଦିକା ତଥା ବୃତ୍ତଚିତ୍ର ନିର୍ମାତା ଗୀତା ମେହଟ୍ଟାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି, ଗୀତା ମେହେଟ୍ଟା ବହୁମୁଖୀ ପ୍ରତିଭାର ଅଧିକାରିଣୀ ଥିଲେ। ଲେଖନୀ ଚାଳନା ଓ ବୃତ୍ତଚିତ୍ର ନିର୍ମାଣରେ ଗୀତାଙ୍କର ଅଧିକ ରୁଚି ଥିଲା।
I am saddened by the passing away of noted writer Smt. Gita Mehta Ji. She was a multifaceted personality, known for her intellect and passion towards writing as well as film making. She was also passionate about nature and water conservation. My thoughts are with @Naveen_Odisha…
— Narendra Modi (@narendramodi) September 16, 2023
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୀତା ମେହଟ୍ଟାଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଟ୍ୱିଟ କରି କହିଛନ୍ତି, ସାହିତ୍ୟ ଓ ସାଂସ୍କୃତିକ କ୍ଷେତ୍ରରେ ଏହା ଏକ ବିରାଟ କ୍ଷତି।
Saddened to hear about the passing away of Gita Mehta ji, a prominent author. This is a major loss to the literary and cultural world. Sincere condolences to Hon. CM Odisha and family. Pray to Almighty to give strength to his family and friends to bear this loss. Om Shanti 🙏🙏🙏
— Dharmendra Pradhan (@dpradhanbjp) September 16, 2023
ସେହିପରି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ୱିଟ କରିଛନ୍ତି ଯେ ଗୀତା ମେହେଟ୍ଟା ଜୀଙ୍କ ଦେହାନ୍ତରେ ମୁଁ ଅତ୍ୟନ୍ତ ଦୁଃଖିତ। ଆମେ ଜଣେ ପ୍ରତିଷ୍ଠିତ ଲେଖିକା ଏବଂ ଚଳଚ୍ଚିତ୍ର ନିର୍ମାତାଙ୍କୁ ହରାଇଛୁ।
ଶ୍ରୀମତୀ ଗୀତା ମେହେଟ୍ଟା ଜୀଙ୍କ ଦେହାନ୍ତରେ ମୁଁ ଅତ୍ୟନ୍ତ ଦୁଃଖିତ | ଆମେ ଜଣେ ପ୍ରତିଷ୍ଠିତ ଲେଖିକା ଏବଂ ଚଳଚ୍ଚିତ୍ର ନିର୍ମାତାଙ୍କୁ ହରାଇଛୁ |
@Naveen_Odisha ଜୀ ଏବଂ ତାଙ୍କ ପରିବାର ପ୍ରତି ମୋର ସମବେଦନା | ଓମ୍ ଶାନ୍ତି 🙏
— Ashwini Vaishnaw (@AshwiniVaishnaw) September 16, 2023