Breaking PLUSଓଡ଼ିଶାମୁଖ୍ୟ ଖବର
ପଞ୍ଜାବ ଡିଆଇଜି ହରଚରନ ସିଂ ଭୁଲାର ଗିରଫ

ପଞ୍ଜାବ ଡିଆଇଜି ହରଚରନ ସିଂ ଭୁଲାର ଗିରଫ । ଲାଞ୍ଚ ନେବା ଅଭିଯୋଗରେ ଗିରଫ କଲା ସିବିଆଇ ।ଡିଆଇଜିଙ୍କ ଘରୁ ମିଳିଲା ନଗଦ ୭ କୋଟି ଟଙ୍କା ।୨୧ ଘଣ୍ଟାର ମାରାଥନ ରେଡ୍ ପରେ ୭ କୋଟି ଟଙ୍କା ଜବତ । ଦେଢ଼ କିଲୋ ସୁନା, ୨୨ଟି ଦାମୀ ଘଣ୍ଟା ମଧ୍ୟ ଜବତ ହୋଇଛି ।