Breaking PLUSଓଡ଼ିଶାମୁଖ୍ୟ ଖବର
ପୁରୀ: ୧୫୧ ଗ୍ରାମ୍ ବ୍ରାଉନସୁଗାର ଜବତ; ୪ ଗିରଫ

ପୁରୀ: ୧୫୧ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି । ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି, ଜଣେ ଫେରାର୍ ଅଛନ୍ତି । ପିପିଲି ଥାନା ନିଜିଗଡ଼ କୁଳକୀରେ ଚଢ଼ାଉ କରି ଜବତ କଲା ପୋଲିସ । ୬ ଲକ୍ଷ ଟଙ୍କା ସହ ୭ଟି ଫୋନ୍, କାର୍, ବୁଲେଟ୍ ଓ ୨ଟି ବାଇକ୍ ଜବତ ହୋଇଛି । ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ।



