Breaking PLUSଓଡ଼ିଶାମୁଖ୍ୟ ଖବର

ଦିଲ୍ଲୀପଙ୍କୁ ସମର୍ଥନ ପାଇଁ ନବୀନ ରାଜି ଥିଲେ- ରବୀନ୍ଦ୍ର ଜେନା

ଭୁବନେଶ୍ୱର- ରାଜ୍ୟସଭା ନିର୍ବାଚନ ନେଇ ବଡ଼ ଖୁଲାସା କରିଛନ୍ତି ବରିଷ୍ଠ ନେତା ରବୀନ୍ଦ୍ର ଜେନା । ଦିଲ୍ଲୀପ ରାୟ ସ୍ବାଧୀନ ପ୍ରାର୍ଥୀ ହେଲେ ନବୀନ ସମର୍ଥନ କରିବେ କହିଥିଲେ ବୋଲି କହିଛନ୍ତି ରବୀନ୍ଦ୍ର । ତେବେ କାହିଁକି ସମର୍ଥନ କଲେନି ତାହା ନବୀନ ବାବୁ କହିପାରିବେ । ପ୍ରାର୍ଥୀ ହେବା ପୂର୍ବରୁ ଦିଲ୍ଲୀପ ବାବୁଙ୍କୁ ନବୀନ ବାବୁ ଡାକିଥିଲେ । ସ୍ବାଧୀନ ପ୍ରାର୍ଥୀ ହେଲେ ସମର୍ଥନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଯଦି କରିଥାନ୍ତେ ଆଜି ଏହି ପ୍ରକାର ପରିସ୍ଥିତି ସୃଷ୍ଟି ହୋଇ ନ ଥାନ୍ତା ବୋଲି ସେ କହିଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button