Breaking PLUSଓଡ଼ିଶାମୁଖ୍ୟ ଖବର
ବିଜେଡି ଛାଡ଼ିଲେ ବଡ଼ମ୍ବା ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି

ବିଜେଡି ଛାଡ଼ିଲେ ବଡ଼ମ୍ବା ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି । ବିଜେଡିରୁ ଇସ୍ତଫା ଦେଲେ ରଘୁପତି ମହାନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଲେ ଇସ୍ତଫାପତ୍ର । ଦଳରେ ମୋ ସେବାର ଆବଶ୍ୟକତା ନାହିଁ ବୋଲି ଉପଲବ୍ଧ କରିଥିବା ସେ କହିଛନ୍ତି ।
ବଡମ୍ବା ବିଧାୟକ ବିଜୟ କୁମାର ଦଳ ବେହେରାଙ୍କର ନେତୃତ୍ୱରେ ଆଜି ଅନେକ ସରପଞ୍ଚ ସମିତିସଭ୍ୟ ବିଜେପିରେ ଯୋଗଦେବା ନେଇ ସୂଚନା ରହିଛି। ।