Breaking PLUSଦେଶମୁଖ୍ୟ ଖବର

ଆରବିଆଇର ରେପୋ ରେଟ୍ ଅପରିବର୍ତ୍ତିତ

ବୁଧବାରଠାରୁ ଆରମ୍ଭ ହୋଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ମୁଦ୍ରା ନୀତି କମିଟି ବୈଠକ। ଆସନ୍ତା ୬ ତାରିଖରେ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଘୋଷଣା କରାଯିବ। ତେବେ ସୁଧ ହାର ହ୍ରାସ ହୋଇ ନ ପାରେ ବୋଲି ବିଶେଷଜ୍ଞ ମତ ରଖିଛନ୍ତି। କାରଣ ଜିଡିପି ଅଭିବୃଦ୍ଧି ହ୍ରାସ ହୋଇଥିବାବେଳେ ମୁଦ୍ରାସ୍ଫୀତି ଊର୍ଦ୍ଧ୍ବରେ ରହିଛି।୩ଦିନ ଧରି ଅନୁଷ୍ଠିତ ହେଉଥିବା ମୁଦ୍ରା ନୀତି କମିଟି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ଆସନ୍ତା ୬ ତାରିଖରେ ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିବେ। ଅକ୍ଟୋବରରେ ଅନୁଷ୍ଠିତ ହୋଇଥିବା ନୀତି କମିଟି ବୈଠକରେ କ୍ରମାଗତ ଦଶମ ଥର ପାଇଁ ବେଞ୍ଚମାର୍କ ରେପୋ ରେଟ୍‌ ୬.୫%ରେ ଅପରିବର୍ତ୍ତିତ ରହିଥିଲା।

Show More

Related Articles

Back to top button