Breaking PLUSଦେଶମୁଖ୍ୟ ଖବର

ସୁରକ୍ଷା ସମୀକ୍ଷା କଲେ ରାଜନାଥ ସିଂ

ସୁରକ୍ଷା ସମୀକ୍ଷା କଲେ ରାଜନାଥ ସିଂ । ଭାରତ-ପାକିସ୍ତାନ ଅସ୍ତ୍ରବିରତି ପରେ ମଧ୍ୟ ଘନ ଘନ ସମୀକ୍ଷା ବୈଠକ ଜାରି ରହିଛି । ଆଜି ସାଉଥ୍‍ ବ୍ଲକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସମୀକ୍ଷା ବୈଠକ କରିଛନ୍ତି । ବୈଠକରେ ସିଡିଏସ୍‍, ସେନା ମୁଖ୍ୟଙ୍କ ସହ ନୌସେନା ମୁଖ୍ୟ ମଧ୍ୟ ଉପସ୍ଥିତ ରହିଥିଲେ । ସୀମାରେ ବର୍ତ୍ତମାନର ସ୍ଥିତିକୁ ନେଇ ସମୀକ୍ଷା କରିଛନ୍ତି ରାଜନାଥ ।

Show More

Related Articles

Back to top button