Breaking PLUSଓଡ଼ିଶାଦେଶମୁଖ୍ୟ ଖବର

ଆରବିଆଇ ଗଭର୍ଣ୍ଣର ଭାବେ ଦାୟିତ୍ୱ ନେଲେ ସଞ୍ଜୟ ମାଲହୋତ୍ରା

ବୁଧବାର ଭାରତୀୟ ରିଜର୍ଭ ବ୍ୟାଙ୍କର ୨୬ତମ ଗଭର୍ଣ୍ଣର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ସଞ୍ଜୟ ମାଲହୋତ୍ରା। କେନ୍ଦ୍ର ଅର୍ଥ ବିଭାଗର ରାଜସ୍ବ ସଚିବ ଦାୟିତ୍ବ ଛାଡ଼ି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସେ ଆର୍‌ବିଆଇ ଗଭର୍ଣ୍ଣର ଦାୟିତ୍ବ ଗ୍ରହଣ କରିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଆର୍ଥିକ ମନ୍ଥରତା ଓ ବଢ଼ୁଥିବା ମୁଦ୍ରାସ୍ଫୀତି ତାଙ୍କ ପାଇଁ ଆହ୍ବାନ ହେବ। ରାଜସ୍ଥାନ କ୍ୟାଡର ଆଇଏଏସ୍‌ ସଞ୍ଜୟ ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଗଭର୍ଣ୍ଣର ଦାୟିତ୍ବ ଗ୍ରହଣ କରିଛନ୍ତି।

Show More

Related Articles

Back to top button