Breaking PLUSଓଡ଼ିଶାମୁଖ୍ୟ ଖବର

ଏସସିବି ମେଡ଼ିକାଲରେ ରୋଗୀ ସମ୍ପର୍କୀୟ ଓ ଡାକ୍ତର ହାତାହାତି

ଜଣେ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁକୁ ନେଇ କଟକ ଏସସିବି ମେଡ଼ିକାଲରେ ରୋଗୀ ସମ୍ପର୍କୀୟ ଓ ଡାକ୍ତର ହାତାହାତି ହୋଇଛନ୍ତି। ଡାକ୍ତରଙ୍କ ମାଡ଼ରେ ଜଣେ ରୋଗୀଙ୍କ ସମ୍ପର୍କୀୟ ଆହତ ହୋଇଛନ୍ତି। ଡାକ୍ତରଙ୍କ ନାମରେ ମଙ୍ଗଳାବାଗ ଥାନାରେ ଏତଲା ଦିଆଯାଇଛି ଏବଂ ମାମଲା ରୁଜୁ ହୋଇଛି। ପୁରୀ ଅଞ୍ଚଳରୁ ଜଣେ ରୋଗୀ ଚିକିତ୍ସା ପାଇଁ କଟକ ଏସସିବି ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଆଜି ମୃତ୍ୟୁ ପରେ ଚିକିତ୍ସା ଅବହେଳା ଅଭିଯୋଗରୁ ଉତ୍ତେଜନା ସୃଷ୍ଟି ହୋଇଥିଲା।

Show More

Related Articles

Back to top button