Breaking PLUSଓଡ଼ିଶାମୁଖ୍ୟ ଖବର
ଶିମିଳିପାଳ ସୀତାକୁଣ୍ଡରେ ବେଲୁନ ଗ୍ୟାସ ଟାଙ୍କି ଫାଟି ଜଣେ ଗୁରୁତର

ବାରିପଦା: ଶିମିଳିପାଳ ସୀତାକୁଣ୍ଡରେ ବେଲୁନ ଗ୍ୟାସ ଟାଙ୍କି ଫାଟି ଜଣେ ଗୁରୁତର । ବେଲୁନ ବିକ୍ରେତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ପ୍ରଥମେ PRM ଓ ପରେ କଟକ ସ୍ଥାନାନ୍ତର କରାଯାଇଛି ।



