Breaking PLUSଦେଶ ବିଦେଶମୁଖ୍ୟ ଖବର

ବ୍ରାଜିଲରେ ସାମାଜିକ ଗଣମାଧ୍ୟମ ଏକ୍ସ ବ୍ୟାନ

ବ୍ରାଜିଲରେ ନିଷେଧ ହୋଇଛି ସାମାଜିକ ଗଣମାଧ୍ୟମ ‘X’। ବ୍ରାଜିଲ ସୁପ୍ରିମକୋର୍ଟର ଜଣେ ବିଚାରପତି ଆଲେକ୍ଜାଣ୍ଡର ଡି ମୋରେସ ‘X’କୁ ଦେଶରେ ନିଷେଧ କରିବା ଲାଗି ନିର୍ଦେଶ ଦେବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି। ବିଚାରପତି ମୋରେସ ଦେଶର ଇଣ୍ଟରନେଟ ସେବା ପ୍ରଦାନକାରୀ ସଂସ୍ଥା ଏବଂ ଆପ୍‌ ଷ୍ଟୋରଗୁଡ଼ିକୁ ନିର୍ଦେଶ ଦେଇ ୫ ଦିନ ମଧ୍ୟରେ ସାମାଜିକ ଗଣମାଧ୍ୟମ ‘X’ର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ କହିଛନ୍ତି। କୋର୍ଟଙ୍କ ନିର୍ଦେଶନାମା ପାଳନ ନ କରିବା ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ଜାରି ରହିବ ବୋଲି ବିଚାରପତି କହିଛନ୍ତି।

Show More

Related Articles

Back to top button