Breaking PLUSଓଡ଼ିଶାମୁଖ୍ୟ ଖବର
ଶ୍ରୀମନ୍ଦିରରେ ନିଯୁକ୍ତ ହେବେ ସ୍ବତନ୍ତ୍ର ବାଟାଲିୟନ
ପୁରୀ- ଖୁବଶୀଘ୍ର ଶ୍ରୀମନ୍ଦିରରେ ନିଯୁକ୍ତ ହେବେ ସ୍ବତନ୍ତ୍ର ବାଟାଲିୟନ । ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ପୋଲିସ ବିଭାଗରୁ ସୁରକ୍ଷାକର୍ମୀଙ୍କୁ ନିଆଯିବ, ଖୁବଶୀଘ୍ର JTP ନିଯୁକ୍ତ ହେବେ’ । ବାଟାଲିୟନରେ ଯେତିକି ସୁରକ୍ଷାକର୍ମୀ ଓ ପୋଲିସ ରହୁନ୍ତି ସେତିକି ରହିବେ’ । ଶ୍ରୀମନ୍ଦିର ଆଭ୍ୟନ୍ତରୀଣ ଏବଂ ବାହାର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ବ’ ।