Breaking PLUSଓଡ଼ିଶାମୁଖ୍ୟ ଖବର

ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା 

ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା । ଖସୁଛି ବିଭିନ୍ନ ନଦୀର ଜଳସ୍ତର, ବିପଦ ସଂକେତରୁ ଖସିନି ସୁବର୍ଣ୍ଣରେଖା । ଜାମଶୋଳା ଘାଟ ଓ ରାଜଘାଟରେ ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା   । ଜାମଶୋଳା ଘାଟରେ ବିପଦ ସଂକେତ ୪୯.୧୬ ମି. ଏବେ ୪୯.୭୪ ମି.  । ରାଜଘାଟରେ ବିପଦ ସଂକେତ ୧୦.୩୬ ମି. ଏବେ ୧୦.୬୭ ମି. ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button