Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି
ଓଡ଼ିଶା ଉପକୂଳରେ ‘TARA’ର ସଫଳ ଉଡ଼ାଣ ପରୀକ୍ଷଣ
DRDO ଓ ବାୟୁସେନାର ମିଳିତ ଉଦ୍ୟମରେ ସଫଳ ଉଡ଼ାଣ ପରୀକ୍ଷଣ

ଭୁବନେଶ୍ୱର, 8 ମେ- ଓଡ଼ିଶା ଉପକୂଳରେ ‘TARA’ର ସଫଳ ଉଡ଼ାଣ ପରୀକ୍ଷଣ କରାଯାଇଛି । -DRDO ଓ ବାୟୁସେନାର ମିଳିତ ଉଦ୍ୟମରେ ସଫଳ ଉଡ଼ାଣ ପରୀକ୍ଷଣ କରାଯାଇଛି ।
ଟାକ୍ଟିକାଲ୍ ଆଡଭାନ୍ସଡ୍ ରେଞ୍ଜ ଅଗମେଣ୍ଟେସନ୍ (TARA)ର ପରୀକ୍ଷଣ କରାଯାଇଛି । TARA’ ଦେଶର ପ୍ରଥମ ସ୍ୱଦେଶୀ ଗ୍ଲାଇଡ୍ ଅସ୍ତ୍ର ପ୍ରଣାଳୀ । କମ୍ ମୂଲ୍ୟର ସିଷ୍ଟମ ବ୍ୟବହାର କରୁଥିବା ଏହା ପ୍ରଥମ ଗ୍ଲାଇଡ୍ ଅସ୍ତ୍ର । ଅଣଗାଇଡେଡ୍ ୱାରହେଡ୍କୁ ଏହା ସଠିକ୍ ମାର୍ଗଦର୍ଶିତ ଅସ୍ତ୍ରରେ ପରିଣତ କରିଥାଏ । ଭୂମି ଆଧାରିତ ଲକ୍ଷ୍ୟକୁ ଏହା ସହଜରେ ଟାର୍ଗେଟ କରିପାରିବ ।



