Breaking PLUSଦେଶମୁଖ୍ୟ ଖବର
୮୦୫ ଆପ୍ସ ବ୍ୟାନ୍ କଲେ ସରକାର

ନୂଆଦିଲ୍ଲୀ- ସାରା ଦେଶରେ ୮୦୫ ଟି ଆପ୍ସ ଓ ୩୨୬୬ ଟି ୱେବସାଇଟ୍ ବ୍ୟାନ କରିଛନ୍ତି କେନ୍ଦ୍ର ସରକାର |ସାଇବର୍ କ୍ରାଇମକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ଏହି ପଦକ୍ଷେପ ନିଆ ଯାଇଛି |ସଂସଦୀୟ ଦଳ କମିଟିର ନିଷ୍ପତ୍ତି ପରେ ଏହି ସବୁ ଆପ୍ସକୁ ବ୍ୟାନ କରିଛନ୍ତି ସରକାର |ବ୍ୟାନ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ |