Breaking PLUSଓଡ଼ିଶାମୁଖ୍ୟ ଖବର
ମହାନଦୀ ଜଳ ବିବାଦ ମାମଲାରେ ଆସନ୍ତାକାଲି ବଡ଼ ବୈଠକ

ଭୁବନେଶ୍ୱର- ମହାନଦୀ ଜଳ ବିବାଦ ମାମଲାରେ ଆସନ୍ତାକାଲି ବଡ଼ ବୈଠକ ବସିବ । ଡ଼ିଶା-ଛତିଶଗଡ଼ର ଯୁଗ୍ମ ବୈଷୟିକ କମିଟି ବୈଠକ ଅନୁଷ୍ଠିତ ହେବ । ଗୃହରେ ସୂଚନା ଦେଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଉଭୟ ରାଜ୍ୟ ପକ୍ଷ୍ୟରୁ ଯୁଗ୍ମ ବୈଷୟିକ କମିଟି ବୈଠକ ୬ ଥର ହୋଇଛି । ପ୍ରଥମେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ଭିତରେ ଅନୌପଚାରିକ ଆଲୋଚନା ହୋଇଥିଲା । ୨୦ରେ ମହାନଦୀ ଟ୍ରିବ୍ୟୁନାଲରେ ପରବର୍ତ୍ତୀ ଶୁଣାଣି ହେବ ।



