Breaking PLUSଓଡ଼ିଶାମୁଖ୍ୟ ଖବର

୨ ଦିନିଆ ରାଇରଙ୍ଗପୁର ସବ୍‌ଡିଭିଜନ ବନ୍ଦ ପାଳନ

ବାରିପଦା: ୨ ଦିନିଆ ରାଇରଙ୍ଗପୁର ସବ୍‌ଡିଭିଜନ ବନ୍ଦ ପାଳନ କରାଯାଇଛି । ୩ ଦଫା ଦାବି ନେଇ ଆଦିବାସୀ ସଂଗଠନ ପକ୍ଷରୁ ବନ୍ଦ ପାଳନ କରାଯାଇଛି । ଗିରଫ ୩୪ ଆଦିବାସୀଙ୍କୁ ଖଲାସ କରିବା ଦାବିରେ ବନ୍ଦ ପାଳନ ହୋଇଛି । ବିଶୋଇ, ବହଳଦା, ତିରିଂ ଅଞ୍ଚଳରେ ଦୋକାନ ବଜାର ସଂପୂର୍ଣ୍ଣ ବନ୍ଦ ରହିଛି । ଏନ୍ଏଚ୍ ୨୨୦ରେ ଭାରୀଯାନ ଚଳାଚଳ ବନ୍ଦ, ପେଟ୍ରୋଲ ପମ୍ପ ବି ପ୍ରଭାବିତ ହୋଇଛି । ନାବାଳିକା ଅସଦାଚରଣ ଘଟଣାକୁ ନେଇ ରାସ୍ତାରୋକ ବେଳେ ୩୪ ଗିରଫ ହୋଇଥିଲେ ।

Show More

Related Articles

Leave a Reply

Your email address will not be published. Required fields are marked *

Back to top button