Breaking PLUSଓଡ଼ିଶାମୁଖ୍ୟ ଖବର

ବିଭିନ୍ନ ଯୋଜନା ଓ କ୍ରିୟାନୁଷ୍ଠାନ ନେଇ ମାନସ ମନ୍ଥନ କଲେ ପିଏମ ମୋଦି

ଭୁବନେଶ୍ୱର- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଯୋଜନା ଓ କ୍ରିୟାନୁଷ୍ଠାନ ନେଇ ମାନସ ମନ୍ଥନ କରିଛନ୍ତି। ଗତକାଲି ଓଡିଶା ଗସ୍ତରେ ଆସି ବିଳମ୍ବିତ ରାତି ଯାଏଁ କଲେ ପ୍ରଧାନମନ୍ତ୍ରୀ ଓଡିଶା ବିକାଶର ଦୂରଦୃଷ୍ଟି ସଂପନ୍ନ ଯୋଜନାର ମାନସ ମନ୍ଥନ କରିଛନ୍ତି। ପୂର୍ବ ଭାରତର ବିକାଶର ଗତିକୁ ଆହୁରି ତୀବ୍ର କରିବା ନେଇ ଲକ୍ଷ୍ୟ ରହିଛି। ଦେଶର ବିକାଶରେ ପ୍ରବାସୀ ଭାରତୀୟଙ୍କୁ ଯୋଡିବା ନେଇ ବଡ ଯୋଜନା ରହିଛି । ସେପଟେ ସକାଳ ୧୦ଟାରୁ ସାଢେ ୧୧ଟା ଯାଏଁ ପ୍ରଧାନମନ୍ତ୍ରୀ ଜନତା ମୈଦାନରେ ରହିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ବିକଶିତ ଭାରତ ୨୦୪୭ ସମ୍ପର୍କରେ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ପ୍ରବାସୀ ଭାରତୀୟ ମାନଙ୍କ ସହ ଆଲୋଚନା କରିବେ। ଏହାସହ ବିଭିନ୍ନ ପେନାରୀସେସନରେ ଦେଶର ବିଶେଷ ବ୍ୟକ୍ତି ବିଶେଷ ମାନେପ୍ରବାସୀଙ୍କ ସହ ଆଲୋଚନା କରିବା ନେଇ ସୂଚନା ରହିଛି।

Show More

Related Articles

Back to top button