Breaking PLUSଓଡ଼ିଶାମୁଖ୍ୟ ଖବର

ପ୍ରବାସୀ ଭାରତୀୟ ସମ୍ମିଳନୀ ଏକ ପାରିବାରିକ ପୁନର୍ମିଳନ- ବୈଦେଶିକ ମନ୍ତ୍ରୀ

ଭୁବନେଶ୍ୱର- ପ୍ରବାସୀ ଭାରତୀୟ ସମ୍ମିଳନୀ ଏକ ପାରିବାରିକ ପୁନର୍ମିଳନ ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର। ସମ୍ମିଳନୀର ୨ୟ ଦିନରେ ଜୟଶଙ୍କର ଯୋଗଦେଇ କହିଥିଲେ, ପ୍ରବାସୀଙ୍କ ପତ୍ୟେକ ସଫଳତା ଆମକୁ ଗର୍ବିତ କରେ। ଓଡ଼ିଶାର କଳା ଓ ସଂସ୍କୃତି ଅନନ୍ୟ। ବାଲିଯାତ୍ରା ଏହାର ଏକ ଉଦାହରଣ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ଜରିଆରେ ପ୍ରବାସୀ ଭାରତୀୟ ଟ୍ରେନର ଶୁଭାରମ୍ଭ କରିଥିଲେ। ତ୍ରିନିଦାଦ ରାଷ୍ଟ୍ରପତି ଖ୍ରୀଷ୍ଟିନ କାର୍ଲା କାଙ୍ଗାଲୁ ସମ୍ମିଳନୀରେ ଯୋଗଦେଇ ପ୍ରବାସୀ ଭାରତୀୟମାନଙ୍କୁ ଉଦବୋଧନ ଦେଇଥିଲେ।

Show More

Related Articles

Back to top button