Breaking PLUSଅପରାଧଆଇନ କାନୁନଦେଶମୁଖ୍ୟ ଖବର

ନକଲି ଟ୍ରେଡିଂ ଆପ୍‌ ଠକେଇ: ୧୨.୩୩ କୋଟି ମାମଲାରେ ବେଙ୍ଗଲ ଯୁବକ ଗିରଫ

ଓଡ଼ିଶା ଅପରାଧ ଶାଖା ସାଇବର ୱିଙ୍ଗ ୧୨.୩୩ କୋଟି ଟଙ୍କାର ଅନଲାଇନ୍ ନିବେଶ ଠକେଇ ମାମଲାରେ ପଶ୍ଚିମବଙ୍ଗର ରାହୁଲ ଜୈସୱାଲଙ୍କୁ ଗିରଫ କରିଛି।

ଅଭିଯୁକ୍ତ ନକଲି ଟ୍ରେଡିଂ ଆପ୍‌ ମାଧ୍ୟମରେ ନିବେଶକଙ୍କୁ ଠକି ୫୨ଟି ଟ୍ରାଞ୍ଜାକ୍ସନ୍‌ ମାଧ୍ୟମରେ ୧୨.୩୩ କୋଟି ଟଙ୍କା ଗ୍ରହଣ କରିଥିଲେ।

ତଦନ୍ତରେ ୪.୧୫ କୋଟି ଟଙ୍କାର ଟ୍ରେଲ୍‌ ମିଳିଥିବାବେଳେ ମୋବାଇଲ୍‌ ଓ ଡିଜିଟାଲ୍ ସାମଗ୍ରୀ ଜବତ କରାଯାଇଛି। ଘଟଣାରେ ଅନ୍ୟ ଜଡିତଙ୍କୁ ଧରିବା ପାଇଁ ତଦନ୍ତ ଜାରି ରହିଛି।

Show More

Related Articles

Leave a Reply

Your email address will not be published. Required fields are marked *

Back to top button