Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ୧୨ ଘଣ୍ଟିଆ ଜୟପୁର ବନ୍ଦ

ଜୟପୁର, 28 ମେ- ଆଜି ୧୨ ଘଣ୍ଟିଆ ଜୟପୁର ସହର ବନ୍ଦ। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ। କାଗଜ କଳ କାର୍ଯ୍ୟକ୍ଷମ ଦାବିରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି।

ସକାଳୁ ସହରର ବିଭିନ୍ନ ଛକରେ ପୁକେଟିଂ କରିବା ସହ କାଗଜ କଳ ପୁନଃ ଚାଲୁ କରିବନାରାରେ କମ୍ପୁଛି ସହର। କାଗଜ କଳକୁ ପୁନଃ ଚାଲୁ କରିବା ପାଇଁ ନୂତନ କମ୍ପାନୀ ତଦାରଖ କରି ଫେରିବା ପରେ ମଧ୍ୟ କୌଣସି ସୁଫଳ ମିଳୁନଥିବାରୁ ଆଶା ଆଶଙ୍କାରେ କାର୍ଯ୍ୟରତ କର୍ମଚାରୀ।

Show More

Related Articles

Back to top button