Breaking PLUSଦେଶମୁଖ୍ୟ ଖବର

ପୋଲିସ ଏନ୍‌କାଉଣ୍ଟରରେ ୩ ଖଲିସ୍ତାନୀ ଆତଙ୍କବାଦୀ ମୃତ

ପୋଲିସ ଏନ୍‌କାଉଣ୍ଟରରେ ୩ ଖଲିସ୍ତାନୀ ଆତଙ୍କବାଦୀ ମୃତ  । ଉତ୍ତର ପ୍ରଦେଶ ପିଲ୍‌ଭିତରେ ପୋଲିସର ମିଳିତ ଏନ୍‌କାଉଣ୍ଟର  । ୟୁପି ଓ ପଞ୍ଜାବ ପୋଲିସର ମିଳିତ ଏନ୍‌କାଉଣ୍ଟର । ଗୁରୁଦାସପୁରର ଏକ ଥାନା ଉପରେ ହମ୍‌ଲା କରିଥିଲେ ୩ ଆତଙ୍କବାଦୀ  ।୨ଟି AK- 47 ସହ ଅନ୍ୟ ମାରଣାସ୍ତ୍ର ଜବତ ହୋଇଛି ।

Show More

Related Articles

Back to top button