Breaking PLUSଓଡ଼ିଶାମୁଖ୍ୟ ଖବର

ଥରକେ ୫୦ ଲିଟରକୁ ଅଧିକ ପେଟ୍ରୋଲ ବିକ୍ରି ଉପରେ କଟକଣା

ଭୁବନେଶ୍ୱର, 25 ଏପ୍ରିଲ- ତେଲ ବିକ୍ରି ଉପରେ କଟକଣା। ଥରକେ ୫୦ ଲିଟରକୁ ଅଧିକ ପେଟ୍ରୋଲ ବିକ୍ରି କରିପାରିବେନି। ସେହିପରି ୫୦୦ ଲିଟରରୁ ଅଧିକ ହାଇସ୍ପିଡ୍ ଡିଜେଲ ବିକ୍ରି ଉପରେ ରୋକ୍।

Show More

Related Articles

Back to top button