Breaking PLUSଓଡ଼ିଶାମୁଖ୍ୟ ଖବର
ଭିଜଲାନ୍ସ ଜାଲରେ ସମ୍ବଲପୁର ଜିଲ୍ଲା ତୁରେକେଲା ବ୍ଲକ ପଞ୍ଚାୟତ ଅଫିସର
ଭିଜଲାନ୍ସ ଜାଲରେ ପଞ୍ଚାୟତ ଅଫିସର ଗୋବିନ୍ଦ ଭୋଇ । ସମ୍ବଲପୁର ଜିଲ୍ଲା ତୁରେକେଲା ବ୍ଲକ ପଞ୍ଚାୟତ ଅଫିସର ଗୋବିନ୍ଦ ଭୋଇଙ୍କ ନାଁରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଛି ।

ଭିଜଲାନ୍ସ ଜାଲରେ ପଞ୍ଚାୟତ ଅଫିସର ଗୋବିନ୍ଦ ଭୋଇ । ସମ୍ବଲପୁର ଜିଲ୍ଲା ତୁରେକେଲା ବ୍ଲକ ପଞ୍ଚାୟତ ଅଫିସର ଗୋବିନ୍ଦ ଭୋଇଙ୍କ ନାଁରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଛି ।
ଅଭିଯୋଗନୁଯାୟୀ, ବରଗଡ଼ ବଲାଙ୍ଗୀର ସୋନପୁର ଭିଜିଲାନ୍ସର ୨୦ଜଣିଆ ସଦସ୍ୟ ଚଢାଉ କରିଛନ୍ତିି । ଏକାକାଳୀନ ୫ଟି ସ୍ଥାନରେ ଚଢାଉ କରାଯାଇଛି । କଣ୍ଟାବାଞ୍ଜି ପଟେଲ କଲୋନୀ ସ୍ଥିତ ବାସଭବନ ସହ ଧଣ୍ଡାମୁଣ୍ଡା ପୈତୃକ ବାସଭବନ, ତୁରେକଲା, ମୁରିବାହାଲ ବ୍ଲକ କାର୍ଯ୍ୟାଳୟ ଏବଂ ତାଙ୍କ ଷ୍ଟୁଡିଓରେ ଚଢାଉ ଜାରି ରହିଛି ।