Breaking PLUSଦେଶ ବିଦେଶମୁଖ୍ୟ ଖବର

ରାହୁଲ ଗାନ୍ଧିଙ୍କ ପରେ କଂଗ୍ରେସର ଟ୍ୱିଟର ଆକାଉଣ୍ଟ ସସପେଣ୍ଡ

ଟ୍ୱିଟର ଓ କଂଗ୍ରେସ ଭିତରେ ଟକ୍କର । କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ଦଳର କିଛି ବରିଷ୍ଠ ନେତା ପରେ କଂଗ୍ରେସର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟକୁ ଲକ୍ ହୋଇଛି । ଏନେଇ ଦଳ ପକ୍ଷରୁ ଫେସବୁକ୍ ପୋଷ୍ଟ ଜରିଆରେ ସୂଚନା ଦିଆଯାଇଛି । ତେବେ ଏନେଇ ଲଢ଼େଇ ଜାରି ରହିବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି ।

ଫେସବୁକ ପୋଷ୍ଟରେ କଂଗ୍ରେସ ପକ୍ଷରୁ ଲେଖାଯାଇଛି ଯେ, ଯେତେବେଳେ ଦଳୀୟ ନେତାଙ୍କୁ ଜେଲରେ ବନ୍ଦ କରିଦିଆଯାଇଥିଲା ସେତେବେଳେ ଡରି ନଥିଲେ । ଏବେ ଟ୍ୱିଟର ଆକାଉଣ୍ଟ ବନ୍ଦ କଲେ କଣ ଡରିଯିବେ କି । ଆମେ କଂଗ୍ରେସ, ଜନତାଙ୍କ ସନ୍ଦେଶ । ଆମେ ଲଢ଼ିବୁ, ଲଢ଼େଇ ଜାରି ରଖିବୁ ।

Show More

Related Articles

Back to top button