Breaking PLUSଓଡ଼ିଶା

ବଢିଲା ଜଗା ଦର୍ଶନର ଅବଧି

ବଢିଲା ଜଗା ଦର୍ଶନର ଅବଧି । ଏଣିକି କେବଳ ରବିବାର କୁ ଛାଡି ସପ୍ତାହକୁ ୬ଦିନ ମିଳିବ କାଳିଆ ସାଆନ୍ତଙ୍କ ଦର୍ଶନ ।  କଟକଣା ହଟିବା ପରେ ଏବେ ଶନିବାର ମଧ୍ୟ ଜଗା ଦର୍ଶନ ଲାଭ କରିପାରିବେ ଭକ୍ତ । ସକାଳ ୭ରୁ ସନ୍ଧ୍ୟା ୭ ଯାଏଁ ବଡ଼ ଠାକୁରଙ୍କୁ ଦର୍ଶନ ନିମନ୍ତେ ବଡ଼ ଦେଉଳ ଖୋଲା ରହିବ ଏବଂ ରବିବାର ସାନିଟାଇଜେସନ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ । ପୂର୍ବପରି ମନ୍ଦିର ଭିତରକୁ ପ୍ରବେଶ ପାଇଁ ଆରଟିପିସିଆର ନେଗେଟିଭ ରିପୋର୍ଟ ନଚେତ ଦୁଇଟି ଡୋଜ ଟୀକାକରଣର ପ୍ରମାଣପତ୍ର ଦେଖାଇବା ବାଧ୍ୟତାମୂଳକ ଏଥିସହ କୋଭିଡ ଗାଇଡଲାଇନ କଡାକଡି ପାଳନ ପାଇଁ  ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ବୈଠକରେ ଏସଓପି ଜାରି ହୋଇଛି ।

 

Show More

Related Articles

Back to top button