ଆଜି ଆର୍ୟନ ଖାନଙ୍କ ଜାମିନ ଆବେଦନ ଉପରେ ହେବ ଶୁଣାଣି । ୧୧ ଅକ୍ଟୋବରରେ କୋର୍ଟ ଶୁଣାଣିକୁ ସ୍ଥଗିତ ରଖା ଯାଇଥିଲା । ଆଜି ପୁଣି ହେବ ଶୁଣାଣି । ଆଜି ଏହାର ଉତ୍ତର ପ୍ରଥମେ ଏନସିବି ଜାମିନରେ ଦାଖଲ କରାଯିବ, ଯାହା ପରେ ଆର୍ଯ୍ୟନ୍ ଖାନଙ୍କୁ ଜାମିନ ପ୍ରଦାନ କରାଯିବ କି ନାହିଁ ତାହା କୋର୍ଟ ସ୍ଥିର କରିବେ ।