ଆଉ ୧୧୮ ଲୋବାଇଲ୍ ଆପ୍ ବ୍ୟାନ୍ କରିବାକୁ ନିର୍ଦେଶ
ଭାରତ ସରକାର ପୁଣି ଥରେ ଆଉ ୧୧୮ ମୋବାଇଲ ଆପ୍ କୁ ବ୍ୟାନ କରିଛି । ଭାରତ ସରକାର କହିଛନ୍ତି ଏହି ସବୁ ଆପ ମାନେ ଭାରତ ଓ ଏହାର ନାଗରିକ ମାନଙ୍କ ସର୍ବଭୌମତ୍ୱ ଓ ଅଖଣ୍ଡତାକୁ ଖଣ୍ଡନ କରୁଥିବା କହିଛନ୍ତି ।
ଭାରତ ସରକାର ପୁଣି ଥରେ ଆଉ ୧୧୮ ମୋବାଇଲ ଆପ୍ କୁ ବ୍ୟାନ କରିଛି । ଭାରତ ସରକାର କହିଛନ୍ତି ଏହି ସବୁ ଆପ ମାନେ ଭାରତ ଓ ଏହାର ନାଗରିକ ମାନଙ୍କ ସର୍ବଭୌମତ୍ୱ ଓ ଅଖଣ୍ଡତାକୁ ଖଣ୍ଡନ କରୁଥିବା କହିଛନ୍ତି । ତେଣୁ ଭାରତୀୟଙ୍କ ସୁରକ୍ଷା ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନେଇଥିବା ସୂଚନା ମିଳିଛି । ଏହି ଆପ୍ ମାନଙ୍କ ମଧ୍ୟରେ ପପ୍-ଜୀ, ୱି ଚାର୍ଟ ୱାର୍କ, ଗେମ୍ ଅଫ ସୁଲତାନ ଭଳି ଅନେକ ଆପ କୁ ଭାରତ ସରକାରଙ୍କର ସାଇବର ଓ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ନୋଟିସ୍ ଜାରି ହୋଇଛି । ଗୃହ ବିଭାଗ ପକ୍ଷରୁ ମଧ୍ୟ ଏହି ସବୁ ଆପ୍ ମାନଙ୍କୁ ବ୍ଲକ କରିବା ପାଇଁ କୁହାଯାଇଛି ।
Government blocks 118 mobile apps which are prejudicial to sovereignty and integrity of India, Defence of India, Security of State and Public Order: Govt of India
PUBG MOBILE Nordic Map: Livik, PUBG MOBILE LITE, WeChat Work & WeChat reading are among the banned mobile apps. pic.twitter.com/VWrg3WUnO8
— ANI (@ANI) September 2, 2020