Breaking PLUSଓଡ଼ିଶାମୁଖ୍ୟ ଖବର
ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୯୨ କରୋନା ଆକ୍ରାନ୍ତ
ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ ସୁସ୍ଥତା ସଂଖ୍ୟା ସ୍ଥିର ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ପୁରା ରାଜ୍ୟରୁ ୧୯୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ସୁସ୍ଥ ହୋଇଥିବା ୧୯୨ ଜଣଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୮୩ ଜଣ ସୁସ୍ଥ ହୋଇଛନ୍ତି ।
ଆଜିର ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୪୧୭୨୮ ରେ ପହଞ୍ଚିଛି ।
Another 192 Covid patients have recovered and are being discharged on 14.12.2021
83 from Khordha
14 from Jajapur
12 from Sundargarh
10 from Mayurbhanj
9 from Boudh
7 from Anugul
6 from Sambalpur
5 from Keonjhar
4 from Gajapati
4 from Kandhamal
3 from Baleswar
3 from Cuttack— H & FW Dept Odisha (@HFWOdisha) December 14, 2021