
ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା ବସ୍ ଭଡ଼ା। ସାଧାରଣ ବସ୍ ଭଡ଼ା ୮୭ ପଇସାରୁ ୮୦ପଇସାକୁ ବୃଦ୍ଧି। ସେହିପରି, ଏକ୍ସପ୍ରେସ୍ ଭଡ଼ା ୯୧ ପଇସାରୁ ୯୪ ପଇସା ବୃଦ୍ଧି, ଡିଲକ୍ସ ବସ୍ ଭଡ଼ା ୧.୨୫ ପଇସାରୁ ୧.୩୧ ପଇସା ବୃଦ୍ଧି। ଏସି ଡିଲକ୍ସ ଭଡ଼ା ୧.୫୩ ପଇସାରୁ ୧.୫୯ ପଇସାକୁ ବୃଦ୍ଧି ହୋଇଛି। ସେହିପରି ସୁପର ପ୍ରିମୟମ ଭଡ଼ା ୨.୩୮ ପଇସାରୁ ୨.୪୭ ପଇସାରେ ପହଞ୍ଚିଛି।


