Breaking PLUSଓଡ଼ିଶାମୁଖ୍ୟ ଖବର

ଦୁର୍ଘଟଣା: ବଡ଼ସୁଆଁଳ ନିକଟରେ ଦୁର୍ଘଟଣା

ଅଜଣା ଗାଡି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ l ମୃତ ଯୁବକ ଜଣକ ହେଲେ କାମାକ୍ଷାନଗର ଥାନା ବଡ଼ସୁଆଁଳ ଗ୍ରାମର ଦୀପ୍ତି ରଞ୍ଜନ ସାହୁ l

ସେ କାମାକ୍ଷାନଗରରୁ ବଡ଼ସୁଆଁଳ ଯଉଥିବା ସମୟରେ ବଡ଼ସୁଆଁଳ ନିକଟରେ ଏହି ଦୁର୍ଘଟଣା ହୋଇଥିଲା l ଏଥିରେ ତାଙ୍କର ମୃତ୍ୟୁ ହୋଇଛି ।

Show More

Related Articles

Back to top button