ଓଡ଼ିଶାସ୍ୱତନ୍ତ୍ର

ସୌନ୍ଦର୍ଯ୍ୟକରଣ ହେବ ପୁରୀ -କୋଣାର୍କ ବେଳାମାର୍ଗ ଏବଂ ଚନ୍ଦ୍ରଭାଗା

ଖୁବଶୀଘ୍ର ପୁରୀ -କୋଣାର୍କ ବେଳାମାର୍ଗ ଏବଂ ଚନ୍ଦ୍ରଭାଗା ହେବ ସୌନ୍ଦର୍ଯ୍ୟକରଣ । ନୂଆ ରୂପରେ ଝଲସି ଉଠିବ ପୁରୀ ସହର । ଆଜି ଜିଲ୍ଲାପାଳ ସମର୍ଥ ବର୍ମା ବେଳାଭୂମି ଅଞ୍ଚଳ ପରିଦର୍ଶନ କରିଥିଲେ । ତେବେ ଯଥାଶୀଘ୍ର କାର୍ଯ୍ୟକାରୀ ହୋଇ ଜାନୁଆରୀ ଶେଷ ସୁଦ୍ଧା ଲୋକାର୍ପଣ ହେବ ବୋଲି ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ନିକଟରୁ ଇକୋ ରିଟ୍ରିଟ ପର୍ଯ୍ୟନ୍ତ ବେଳାଭୂମି ସୌନ୍ଦର୍ଯ୍ୟକରଣ ହେବ I ସେହିପରି କୌଣସି ସମସ୍ୟାର ସମ୍ମୁଖୀନ ନହେବାକୁ ଦୃଷ୍ୟିରେ ରଖି ପର୍ଯ୍ୟଟକଙ୍କ ପାଇଁ ପାଦଚଲା ରାସ୍ତା, ସିଟିଙ୍ଗ ବେଞ୍ଚ, ଆଲୋକ ବ୍ୟବସ୍ତା ଆଦି ସମସ୍ତ ସୁବିଧା ଉପଲବ୍ଧ ହେବ I

Show More

Related Articles

Back to top button