ଆରମ୍ଭ ହେବାକୁ ଯାଉଛି ପାର୍ବଣ ଋତୁ । ଏହି ପାର୍ବଣ ଋତୁରେ ଅପରାଧିକ କାର୍ଯ୍ୟକଳାପକୁ ରୋକିବା ପାଇଁ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ ଓ କମିଶନରେଟ୍ ପୋଲିସ ପକ୍ଷରୁ ସ୍ମାର୍ଟସିଟିରେ ଲାଗିବ ୩୫୦ ସିସିଟିଭି ।
ଏଥିପାଇଁ ସହରର ୮୯ଟି ସ୍ଥାନକୁ ଚିହ୍ନଟ କରାଯାଇଛି। ଅପରାଧୀ, ଅପରାଧିକ କାର୍ଯ୍ୟକଳାପ 5 ଟ୍ରାଫିକ ନିୟନ୍ତ୍ରଣ ଲାଗି ଆହୁରି ଅଧିକ କ୍ୟାମେରା ଲଗାଯିବ। ଯାହାର ସମୀକ୍ଷା କରିଛନ୍ତି BSCL ଏମଡି ସଞ୍ଜୟ ସିଂ।