ଓଡ଼ିଶାପାଣିପାଗସ୍ୱତନ୍ତ୍ର

ଉପରମୁଣ୍ଡାରେ ବୃଦ୍ଧି ପାଉଛି ବର୍ଷାର ପରିମାଣ,ହୀରାକୁଦ ଜଳଭଣ୍ଡାରରେ ଖୋଲିବ ୪ଟି ଗେଟ୍

ଉପରମୁଣ୍ଡାରେ ବୃଦ୍ଧି ପାଉଛି ବର୍ଷାର ପରିମାଣ । ଆଜି ହୀରାକୁଦ ଜଳଭଣ୍ଡାରର ୪ଟି ଗେଟ୍ ଖୋଲିପାରେ । ଉପରମୁଣ୍ଡରୁ ଜଳପ୍ରବେଶ ବଢିବା ସହ ଜଳସ୍ତର ବୃଦ୍ଧି ପାଉଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ଡ୍ୟାମ କର୍ତ୍ତୃପକ୍ଷ । ଏନେଇ ଡ୍ୟାମ କର୍ତ୍ତୃପକ୍ଷ ଆଗୁଆ ସୂଚନା ଦେଇଛନ୍ତି ।

ଡ୍ୟାମର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ବର୍ତ୍ତମାନ ଜଳସ୍ତର ବୃଦ୍ଧି ପାଇ ୬୨୯.୨୭ ଫୁଟରେ ପହଂଚିଲାଣି । ସେହିପରି ଉପରମୁଣ୍ଡରେ ବର୍ଷା ଥିବାବେଳେ ପ୍ରତି ସେକେଣ୍ଡରେ ୯୧ ହଜାର ୫୦୮ କ୍ୟୁସେକ ଜଳ ପ୍ରବେଶ କରୁଛି ।

Show More

Related Articles

Back to top button