ବଢିଲା ମହଙ୍ଗା ଭତ୍ତା । ୩ ପ୍ରତିଶତ ବୃଦ୍ଧି ପାଇଲା ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା । ପୂର୍ବରୁ ୩୧ ପ୍ରତିଶତ ଥିବାବେଳେ ବର୍ତ୍ତମାନ ଆଉ ୩ ପ୍ରତିଶତ ବୃଦ୍ଧି ପାଇ ୩୪ ପ୍ରତିଶତକୁ ବୃଦ୍ଧି ।
୨୦୨୨ ଜାନୁଆରିରୁ ଏହାକୁ ପିଛିଲା ଭାବରେ ଲାଗୁ କରାଯିବ। ସଂଶୋଧିତ ହାରରେ ପେନସନ ପାଉଥିବା ପେନସନଭୋଗୀମାନଙ୍କ ଟି.ଆଇରେ ମଧ୍ୟ ତିନି ପ୍ରତିଶତ ବୃଦ୍ଧି କରାଯାଇଛି।
ଏହାଦ୍ବାରା ରାଜ୍ୟର ସାଢେ ସାତ ଲକ୍ଷ ସରକାରୀ କର୍ମଚାରୀ ତଥା ୪ ଲକ୍ଷ ପେନସନଭୋଗୀ ଉପକୃତ ହେବେ।