ଅହମ୍ମଦାବାଦ : ଝୁଲାପୋଲ ଭୁଶୁଡିବା ଘଟଣା ପରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ମୋରବି ଜିଲ୍ଲାରେ ପହଞ୍ଚିଛନ୍ତି। ଆକାଶମାର୍ଗରୁ ଘଟଣାସ୍ଥଳ ଅନୁଧ୍ୟାନ କରିବା ପରେ ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସାଧୀନ ଥିବା ଲୋକଙ୍କୁ ଭେଟିବେ ବୋଲି ଜଣାପଡିଛି। ସୋମବାର ଏହି ଘଟଣାକୁ ନେଇ ମୋଦି କେବଡିଆରେ ଥିବା ବେଳେ ଦୁଃଖ ପ୍ରକାଶ କରିବା ସହ କେନ୍ଦ୍ର ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ କହିଥିଲେ। ଗୁଜୁରାଟର ମଛୁ ନଦୀ ଉପରେ ଥିବା ଏକ ପୁରୁଣା କେବଲ ବ୍ରିଜ୍ ରିବାର ଭୁଶୁଡି ପଡିବାରୁ ୧୩୪ ଜଣଙ୍କ ଜୀବନ ଯାଇଛି।
Related Articles
Check Also
Close