ଦେଶବ୍ୟକ୍ତିତ୍ୱ
ଶିଶୁ ଦିବସରେ ହର୍ଷଉଲ୍ଲାସ
ହାପି ବାଥ ଡେ ଚାଚା,
ଭାରତର ଯେତେ ବଚ୍ଚା,
ଆଜିର ଦିନରେ ନତ ମସ୍ତକରେ
କରୁଛୁ ତୁମରି ପୂଜା l
ପାଠରେ ସାଠ ରେ ଉଚ୍ଚା,
ହୃଦୟରେ ଆମେ ସଚ୍ଚା,
ଦେଶରେ ରହିବୁ ଦେଶକୁ ଗଢ଼ିବୁ
ବିଦେଶ କୁ କୁଳୁକୁଚ୍ଚା ll
ପିଲାମାନଙ୍କୁ ଅଭିନନ୍ଦନ ଓ ସ୍ନେହାଶିଷ
ଦିଲ୍ଲୀପ ଶତପଥୀ